The Ultimate Managed Hosting Platform
ADVERTISEMENT

ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ , ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ

Facebook
Twitter
LinkedIn

ପୁରୀ : ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ । ବନକଲାଗି ନୀତିରେ ଅସହଯୋଗ ନେଇ ନୋଟିସ । ଦତ୍ତ ମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନୋଟିସ । ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ । ନୀଳାଦ୍ରିବିଜେ ଠାରୁ ହୋଇନାହିଁ ବନକଲାଗି ନୀତି । ପୂର୍ବରୁ ବୁଧବାର ବନକଲାଗି ନୀତି ହୋଇଆସୁଥିଲା । ଏବେ ଗୁରୁବାର ନୀତି ପାଇଁ ଜିଦ୍ ଧରୁଛି ନିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login