The Ultimate Managed Hosting Platform
ADVERTISEMENT

ଚିରଞ୍ଜୀବ ଓ ମୋକିମ ସମର୍ଥକଙ୍କ ହଙ୍ଗାମା , କଂଗ୍ରେସ ଭବନ ଆସିଲେନି ନେତା

Facebook
Twitter
LinkedIn

ଭୁବନେଶ୍ୱର : ଦଳରୁ ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନକୁ ବିରୋଧ । କଂଗ୍ରେସ ଭବନ ବାହାରେ ସମର୍ଥକଙ୍କ ହଙ୍ଗାମା । ଚିରଞ୍ଜୀବନ ଜିନ୍ଦାବାଦ ସ୍ଲୋଗାନ ଲଗାଇଲେ ସମର୍ଥକ । ପିସିସି ମୁର୍ଦ୍ଦାବାଦ ନାରା ଦେଇ ସମର୍ଥକଙ୍କ ହୋହଲ୍ଲା । କଂଗ୍ରେସ ଭବନକୁ ଧସେଇ ପଶିଲେ ସମର୍ଥକ । ନାରାବାଜି ସହ ନିଲମ୍ବନ ପ୍ରତ୍ୟାହାର ଦାବି କଲେ ।
ଅନ୍ୟପଟେ ହଙ୍ଗାମା ପରେ କଂଗ୍ରେସ ଭବନ ଆସିଲେନି ନେତା । କଂଗ୍ରେସ ଭବନରେ ବସିଥାନ୍ତା ଶୃଙ୍ଖଳା କମିଟି ବୈଠକ । ସାଲୁଜାଙ୍କ ଘରେ ବସିଲା ଶୃଙ୍ଖଳା କମିଟି ବୈଠକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login