ଭୁବନେଶ୍ୱର : ଫାର୍ମା ସମ୍ମିଳନୀରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁରୋଧ । ଓଡିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ସମସ୍ତ ପ୍ରକାର ସାହାଯ୍ୟ , ସହ ଯୋଗ ଯୋଗାଇ ଦେବେ ସରକାର । ଦେଶରେ ଫାର୍ମା ହବ୍ ହେବ ଓଡିଶା । ଫାର୍ମା ସମ୍ମିଳନୀରେ ମୋଟ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ମୋଟ ୩୮, ୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
Views: 47











