The Ultimate Managed Hosting Platform
ADVERTISEMENT

ଯୁକ୍ତ ୨ ଛାତ୍ରଙ୍କୁ ହତ୍ୟା !

Facebook
Twitter
LinkedIn

ସୁବର୍ଣ୍ଣପୁର : ଛାତ୍ରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତରଭା ଆଶ୍ରମ ବିଦ୍ୟାଳୟରେ ବୀଭତ୍ସ ହତ୍ୟାକାଣ୍ଡ । ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ କାହିଁକି ଏଭଳି କାଣ୍ଡ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଚାରଭଟା ହସ୍ପିଟାଲରେ ଛାତ୍ରଙ୍କ ମୃତଦେହ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login