The Ultimate Managed Hosting Platform
ADVERTISEMENT

ପେଟ ଜନିତ ସମସ୍ୟା ଥିଲେ ଖାଲିପେଟରେ ପିଅନ୍ତୁ ଏହି ରସ

Facebook
Twitter
LinkedIn

ବ୍ୟୁରୋ : ଏଲୋଭେରା ରସକୁ ଖାଲି ପେଟରେ ସେବନ କରିବା ଦ୍ବାରା ଗ୍ୟାସ ଭଳି ସମସ୍ୟାକୁ ମଧ୍ୟ ଆୟତ୍ତ କରିଥାଏ । ଏଲୋଭେରା ରସ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଇଛି । ଏହାର ରସକୁ ଖାଲି ପେଟରେ ଖାଇବା ଦ୍ବାରା ପାଚନ ଶକ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ । ତ୍ବଚାରେ ଚମକ ଆଣିବା ସହିତ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏଲୋଭେରାରେ ଏନଜାଇମ ପ୍ରଚୁର ମାତ୍ରାରେ ଥାଏ । ତେଣୁ ଏହା ଖାଦ୍ୟକୁ ହଜମ କରିବା ସହିତ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟଅକ୍ସିଡେଟ ଗୁଣ ଥିବାରୁ ଆମ ଶରୀରର ଇମ୍ୟୁନିଟିକୁ ବଢାଇଥାଏ । ଇନଫେକ୍ସନ୍ ଭଳି ସମସ୍ୟାଠାରୁ ମଧ୍ୟ ବଞ୍ଚାଇଥାଏ । ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ତ୍ବଚାକୁ ଭିତରୁ ପୋଷଣ ଦେଇଥାଏ । ଖାଲି ପେଟରେ ଏହାର ରସକୁ ପିଇବା ଦ୍ବାରା ତ୍ବଚାକୁ କୋମଳ କରିବା ସହିତ ତ୍ବଚାରେ ଚମକ ଆଣିଦେଇଥାଏ। ତେଣୁ ପ୍ରତିଦିନ ଏଲୋଭେରା ରସକୁ ଖାଲିପେଟରେ ପିଇବା ଆବଶ୍ୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login