The Ultimate Managed Hosting Platform
ADVERTISEMENT

ପୁଣି ପାକିସ୍ତାନ ଉପରେ ବର୍ଷିଲେ ଶାହା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ବିଜ୍ଞାନ ଭବନରେ ବିଏସଏଫର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷିଲେ । ଅପରେସନ ସିନ୍ଦୂର ପାକିସ୍ତାନର ମୁଖା ଖୋଲି ଦେଇଛି । ଆତଙ୍କବାଦ ସମ୍ପୁର୍ଣ୍ଣ ରୂପେ ପାକିସ୍ତାନ ପାୟୋଜିତ । ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ପାକ ସେନାର ଉପସ୍ଥିତି ଏହାର ପ୍ରମାଣ । ପାକିସ୍ତାନର ଶହେ କିମି ଭିତରେ ପଶି ଉଚିତ ଶିକ୍ଷା ଦେଲୁ । ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଠିକଣାକୁ ଧ୍ୱଂସ କରିଛୁ । ବିଏସଏଫ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢି ପାରିବନି । ଅପରେସନ ସିନ୍ଦୂର ଦ୍ୱାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି , ଆଗକୁ ବି ଜାରି ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login