The Ultimate Managed Hosting Platform
ADVERTISEMENT

ନେପାଳରୁ ହଟିଲା କର୍ଫ୍ୟୁ ; ଖୋଲିଲା ଦୋକାନ, ମଲ

Facebook
Twitter
LinkedIn

କାଠମାଣ୍ଡୁ : ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଆଜି ରାଜଧାନୀ କାଠମାଣ୍ଡୁରେ ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅନ୍ତରୀଣ ସରକାର ଗଠନ ହେବା ପରେ, ସୁରକ୍ଷା ବାହିନୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । କର୍ଫ୍ୟୁ ହଟାଯିବା ପରେ ଜେନ-ଜି ଦେଶରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । ରାସ୍ତା ଏବଂ ଡିଭାଇଡରକୁ ରଙ୍ଗ ଲଗେଇବା କାମ ଆରମ୍ଭ କରିଛନ୍ତି ।
ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ସରକାରର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଗତକାଲି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କର୍ଫ୍ୟୁ ହଟିବା ପରେ କାଠମାଉଣ୍ଡୁ ଘାଟିରୁ ଆରମ୍ଭ କରି ଅନ୍ୟ ଅଞ୍ଚଳରେ ଜୀବନ ଧୀରେ ଧୀରେ ସାମାନ୍ୟ ହେଉଛି । ନେପାଳରେ ଦୋକାନ, ପରିବା ମାର୍କେଟ, ସର୍ପିଂ ମଲ୍ ଇତ୍ୟାଦି ଖୋଲିବା ଆରମ୍ଭ କରିଛି । ରାସ୍ତାରେ ସାଧାରଣ ନାଗରିକ ଯିବାଆସିବା କରୁଛନ୍ତି । ପ୍ରମୁଖ ସରକାରୀ ବିଲିଡିଂର ଅନେକ ସ୍ଥାନରେ ସଫେଇ ଅଭିଯାନ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login