The Ultimate Managed Hosting Platform
ADVERTISEMENT

ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ !

Facebook
Twitter
LinkedIn

ରାୟଗଡା : ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଦରାଗୁଡା ଥାନା ଏ.କୋରଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ଅଟୋରେ ବସି ଟିକିରି ଆସୁଥିବା ବେଳେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଥାନାରେ ଅଟକ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login