The Ultimate Managed Hosting Platform
ADVERTISEMENT

ନିମ୍ନମାନର ଛତୁଆ ନିର୍ମାଣ କରୁଛି ଏସଏଚଜି ଗ୍ରୁପ, ୧୨୫ଟି ଗ୍ରୁପଙ୍କୁ ନୋଟିସ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଉଠିଲା ନିମ୍ନମାନର ଛତୁଆ ପ୍ରସଙ୍ଗ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂଦେଓ । ଆଉ ଏହାର ଉତ୍ତରରେ ପ୍ରଭାତି ପରିଡା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଛନ୍ତି ଏସଏଚଜି ଗ୍ରୁପ । ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି । କାରଣ ଦର୍ଶାଅ ନୋଟିସ ଜାରି କରିଛି ମହିଳା ଶିଶୁ ବିକାଶ ବିଭାଗ । ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀ ଭୁବନେଶ୍ଵରରେ ନମୁନା ପରୀକ୍ଷା ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login