ନବରଙ୍ଗପୁର: ପରୀକ୍ଷା ପାଇଁ ଯିବାବେଳେ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଅଜଣା ଗାଡି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ଅକାଳରେ ବିୟୋଗ ହୋଇଗଲା । ପାପଡାହାଣ୍ଡି ମୃଗ ବିହାର ନିକଟରେ ସଡକ ଦୁର୍ଘଟଣା । ସ୍କୁଟି ସାଙ୍ଗ ସହ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡି ।
Views: 82











