ପୁରୀ : ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି । ଆସନ୍ତା ୨୪ରେ ମେଣ୍ଢାପୋଡି ଏବଂ ୨୫ରେ ଦୋଳ ପୂର୍ଣ୍ଣି ଥିବାରୁ ସ୍ୱତନ୍ତ୍ର ନୀତିକାନ୍ତି ନେଇ ଆଲୋଚନା ହୋଇଛି । ଏହି ଦୁଇ , ତିନିଦିନ ଭୋର ୩ଟାରୁ ହେବ ଦ୍ୱାର ଫିଟା ନୀତି । ସୁନା ବେଶରେ ଦୋଳ ପୂର୍ଣ୍ଣିମା ଦିନ ଶ୍ରୀ ଜିଉ ଦର୍ଶନ ଦେବେ । ଶୃଙ୍ଖଳିତ ଭାବେ ଦର୍ଶନ ନେଇ ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ।
Views: 95











