The Ultimate Managed Hosting Platform
ADVERTISEMENT

ଟ୍ରକରେ ଚାପି ହୋଇଗଲେ ବାପା, ୩ ପୁଅ

Facebook
Twitter
LinkedIn

ବୈାଦ୍ଧ : ଦୁର୍ଘଟଣାରେ ଟ୍ରକରେ ଚାପି ହୋଇଗଲେ ବାପା ସହ ୩ ପୁଅ । ବାପ ପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏନଏକ୍ଟ୍ରର ଲୁଣିବାହାର ଛଳରେ ଟ୍ରକ ଧକ୍କା ଦେଇ ପଳାଇଲା ଅଜଣା ଗାଡି । କଟରରେ କାଟି ଟ୍ରକରୁ ବାପ , ୩ ପୁଅଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ନବରଙ୍ଗପୁରରୁ ଟ୍ରକରେ କକ୍ଷାରୁ ନେଇ ଭୁବନେଶ୍ୱର ଆସୁଥିଲେ । ବାପା ଟ୍ରକ ଚଳାଉଥିବା ବେଳେ ୩ ପୁଅ ପାଖରେ ବସିଥିଲେ । ଗୁରୁତରଙ୍କୁ ବୈାଦ୍ଧ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login