The Ultimate Managed Hosting Platform
ADVERTISEMENT

ଓଲଟିଲା ଭ୍ୟାନ, ଚାଲିଗଲା ୨ ଜଣଙ୍କ ଜୀବନ

Facebook
Twitter
LinkedIn

ଗଞ୍ଜାମ : ପିକଅପ ଭ୍ୟାନ ଏଲଟି ୨ ଦଣ୍ଡୁଆଙ୍କ ଚାଲିଗଲା ଜୀବନ । ଦୁର୍ଘଟଣାରେ ୧୫ ଜଣ ଗୁରତର ହୋଇଛନ୍ତି । ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପିକଅପ ଭ୍ୟାନରେ ଡ୍ରାଇଭରଙ୍କ ସହ ଥିଲେ ୨୨ ଜଣ ଦଣ୍ଡୁଆ ।ବ୍ରହ୍ମପୁରରୁ ସଂସଦୀୟ କ୍ଷେତ୍ରୀୟ ବ୍ରହ୍ମପୁରକୁ ପିକଅପ ଭ୍ୟାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛିା

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login