The Ultimate Managed Hosting Platform
ADVERTISEMENT

ତାଳଚେର ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କୋଇଲାରେ ନିଆଁ ଲାଗି ଅଞ୍ଚଳ ଧୂଆଁମୟ

Facebook
Twitter
LinkedIn

ତାଳଚେର : ତାଳଚେର କଣିହାଁ ଏନଟିପିସିରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୫ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ । ୩୦ ରୁ ୪୦ ମିନିଟ ଧରି ନିଆଁ ଲାଗିଥିବା ସୂଚନା । ଘଟଣାକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକେ ଭୟଭୀତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login