ଭୁବନେଶ୍ୱର : ଏବେଠୁ ରେକର୍ଡ କଲାଣି ତାତି । ଧୀରେ ଧୀରେ ବଢୁଛି ତାତି। ୩୭ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଗତ କାଲି ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରେ ୩୬.୨ପ୍ସଉ ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭ଡ଼ିଗ୍ରୀ ଅତିକ୍ରମ କରିଛି । ସେହିପରି ଭୁବନେଶ୍ୱରରେ, ଗତକାଲି ଏହି ସମୟରେ ତାପମାତ୍ରା ୩୧.୬ପ୍ସଉ ଥିବା ବେଳେ ଆଜି ୩୨.୪ପ୍ସଉ ରେକର୍ଡ ହୋଇଛି । ଓଡ଼ିଶା ରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଅବଧି ବଢିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।
Views: 21