The Ultimate Managed Hosting Platform
ADVERTISEMENT

ଏଟିଏମ ଲୁଟ ଘଟଣାରେ ୬ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ୬ଜଣ ଏଟିଏମ ଲୁଟେରା ଗିରଫ । ଭୁବନେଶ୍ଵର ଏୟାରଫିଲଡ ଅଞ୍ଚଳରୁ ୬ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୬୦ହଜାର ଟଙ୍କା ଜବତ ହୋଇଛି । ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ପ୍ରେସମିଟରେ ପୋଲିସ କମିସନର ସୂଚନା ଦେଇଛନ୍ତି । ଏହି ଲୁଟେରା ମାନେ ଜାନୁଆରୀ ୨୪ରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ଏସବିଆଇ ଏଟିଏମକୁ ଲୁଟ୍ କରିଥିଲେ । ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ୍ କରିବା ସହ ଏଟିଏମକୁ ନେଇ ଦୟାନଦୀରେ ଫିଙ୍ଗି ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login