ଛତିଶଗଡ : ସୀମାନ୍ତରେ ବଡ ଧରଣର ଏନକାଉଣ୍ଟର । ଦନ୍ତେବ୍ୱାଡା ଓ ବିଜାପୁର ସୀମାରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ମାଓବାଦୀଙ୍କ ମିଳିଲାଣି ମୃତଦେହ । ଏକାଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସନେ୍ଦହ । ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଏବେ ବି ଜାରି ରହିଛି ଗୁଳି ବିନିମୟ । ଏହାଛଡ଼ା ଇନସାସ ରାଇଫଲ ଓ କେତେକ ମାରଣାସ୍ତ୍ର ବି ଜବତ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Views: 29