ବାଙ୍କୀ: ଘର ବାହାରେ ପଡିଛି ରକ୍ତ ଛିଟା । ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନେ୍ଦହ । ହରିରାଜପୁର ପଞ୍ଚାୟତ ନୂଆସାହି କୋଠଘର ବାହାରେ ରକ୍ତ ଛିଟା । ବାହାରେ ଖଣ୍ଡା, ମୋବାଇଲ , ଚପଲ ଆଜି ପଡିଥିବାରୁ ହତ୍ୟା ସନେ୍ଦହ । ଘରର କବାଟରେ ରକ୍ତର ଛିଟା ଲାଗିଥିବା ବେଳେ ଭିତର ପଟୁ କବାଟ ବନ୍ଦ ରହିଥିଲା । କେହି ଖଣ୍ଡାରେ ହାଣି ପଥରରେ ଛେଚି ହତ୍ୟାକାଣ୍ଡ ଘଟଣାଇଥିବା ପୋଲିସ ସନେ୍ଦହ କରୁଛି । ଘଟଣା ସ୍ଥଳରେ ବାଙ୍କୀ ଏସଡିପିଓ ଓ ଥାନା ଆଇଆଇସି ପହଁଚି ତଦନ୍ତ କରୁଛନ୍ତି ।
Views: 86











