The Ultimate Managed Hosting Platform
ADVERTISEMENT

ଗୈାରବ ଖାନ୍ନା BIGG BOSS-ବିଜେତା

Facebook
Twitter
LinkedIn

ମୁମ୍ବାଇ : ବିଗ୍ ବସ୍-୧୯ ଫାଇନାଲ ଶେଷ ହୋଇଛି । ସିଜିନକୁ ମିଳିସାରିଛି ବିଜେତା । ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ ବିଜେତା ହୋଇଛନ୍ତି । ତାଙ୍କୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପ୍ରାଇଜ ମନି ମିଳିଛି । ଫରହାନା ଭଟ୍ଟ ପ୍ରଥମ ରନର୍ସ-ଅପ୍ ହୋଇଥିବା ଦ୍ଵିତୀୟ ରନର-ଅପପ୍ରଣୀତ ମୋରେ ହୋଇଛନ୍ତି ।
ଦୀର୍ଘ ୩ ମାସରୁ ଅଧିକ ଦିନ ଧରି କଲର୍ସ ଟିଭିରେ ପ୍ରସାରିତ ହୋଇ ଆସିଥିବା ଏହି ଟେଲିଭିଜନ ରିୟଲିଟି ଶୋ ରବିବାର ଶେଷ ହୋଇଛି । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଥିବା ବିଗ୍ ବସ୍ ଦର୍ଶକଙ୍କୁ ୧୦୬ ଦିନ ଯାଏ ବାନ୍ଧି ରଖିଥିଲା । ଗତକାଲି ଅର୍ଥାତ୍ ରବିବାର ହୋଇଥିବା ଫାଇନାଲରେ ଗୌରବ ଖାନ୍ନା ବାଜି ମାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login