The Ultimate Managed Hosting Platform
ADVERTISEMENT

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ

Facebook
Twitter
LinkedIn

କଟକ : ପଲିଥିନ କାରଖାନାରେ ଲାଗଲା ନିଆଁ । କଟକ ଜଗତପୁର ଗୁଜରପୁର ଅଞ୍ଚଳରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରୁଛି । ତିନିଟି ଦମକଳ ଗାଡି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ସର୍ଟସର୍କିଟରୁ ନିଆଁଲାଗିଥିବା ସନ୍ଦେହ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login