The Ultimate Managed Hosting Platform
ADVERTISEMENT

ଓଭରବ୍ରିଜ ନିକଟରେ କାର ଦୁର୍ଘଟଣା, ଚାଲିଗଲା ଦମ୍ପତିଙ୍କ ଜୀବନ

Facebook
Twitter
LinkedIn

ନୂଆଗଡ : ଓଭରବ୍ରିଜ ନିକଟରେ କାର ଦୁର୍ଘଟଣା, ଚାଲିଗଲା ଦମ୍ପତିଙ୍କ ଜୀବନ । ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭରବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । ଦ୍ରୁତଗାମୀ କାର୍ ରାସ୍ତା ପାର୍ଶ୍ବରେ ଥିବା ସିମେଣ୍ଟ ଡିଭାଇଡରକୁ ଧକ୍କାଦେବା ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଶିବରାମ ପାଢ଼ୀ ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ ବାଣପୁର ମେଡିକାଲ ଶବଗୃହରେ ଥିବା ପୁଲିସ କହିଛି। କାର ମଧ୍ୟରେ ପ୍ରଥମେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଣପୁର ମେଡିକାଲରେ ସ୍ୱାମୀ ଶିବରାମ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ସେନା ଗାଡି ଉପରେ ଖସିଲା ପଥର ,୨ ଅଧିକାରୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ...

ADVERTISEMENT
ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପାରିବାରିକ କଳହ ପାଇଁ ଜୀବନ ହାରିଦେଲେ ଯୁବକ

ମୟୂରଭଞ୍ଜ : ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଶୋଇବା ଘରୁ ଜବତ ହୋଇଛି। ପାରିବାରିକ ଅଶାନ୍ତିରୁ...

Login