ଭୁବନେଶ୍ୱର : ଅଙ୍ଗନବାଡିକୁ ସଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ “AWESOME” । Anganwadi Welfare And Service Over Night Monitering Everywhere ଆପ । ଏହି ଆପ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡି କର୍ମୀ । ଆପ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ ବ୍ୟାକ ଦେଇ ପାରିବେ । ଆପର ବିକାଶ ପାଇଁ ଏନଆଇପିସିସିଡି ସହ ମହିଳା ଓ ଶିଶୁ ବିକାଶ ବିଭାର ଏମଓୟୁ ସ୍ୱାକ୍ଷର ।
ଅନ୍ୟପଟେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ କରାଯିବ । ସେଠି ପାଣି, ବିଜୁଳିର ବ୍ୟବସ୍ଥା କରାଯିବ । ନିଜ ଅଞ୍ଚଳରେ ଆସୁଥିବା ଅଙ୍ଗନବାଡ଼ି ସେଣ୍ଟରକୁ ସିଡ଼ିପିଓ ମାନେ ସୁନ୍ଦର କରନ୍ତୁ । ଛଅ ମାସକୁ ଥରେ ପ୍ରତି ଅଙ୍ଗନବାଡିକୁ ପରିଦର୍ଶନରେ ଯାଆନ୍ତୁ ସିଡିପିଓ । ସମସ୍ତ ଅଙ୍ଗନବାଡ଼ିର ନିଜସ୍ବ ଘର ହେବା ନେଇ ବଡ଼ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଓଡ଼ିଶାକୁ ଅପପୁଷ୍ଟି ମୁକ୍ତ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଅପପୃଷ୍ଟିରେ ଜାତୀୟ ହାରଠୁ ଆଗରେ ଥିଲେ ବି ଓଡ଼ିଶା ଭଳି ରାଜ୍ୟରେ ଅପପୁଷ୍ଟି ରହିବା ଆମ ପାଇଁ ଶୁଭଙ୍କର ନୁହେଁ । କେବଳ ଇଣ୍ଟର ଲିଙ୍କ ନ ହୋଇ ପାରିବା ଏହାର ମୁଖ୍ୟ କାରଣ । ବିକଶିତ ଓଡ଼ିଶା ଗଠନ ଦିଗରେ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ।
ଅଙ୍ଗନବାଡିକୁ ସଶକ୍ତ କରିବାକୁ “AWESOME”
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







