The Ultimate Managed Hosting Platform
ADVERTISEMENT

ଆଫଗାନିସ୍ତାନରେ ଭୂକମ୍ପ ଝଟକା

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ପଡୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତୀୟ ସମୟାନୁସାରେ ସକାଳ ୮.୫୪ମିନିଟରେ ହୋଇଥିଲା । ଭୂମିକମ୍ପର ତୀବ୍ରତା ୪.୨ ଥିଲା । ସୂଚନାନୁଯାୟୀ, ଆଜି ସକାଳେ ତିବ୍ଦତ, ବଙ୍ଗୋପସାଗର ଏବଂ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତିବ୍ଦତରେ ଭୂକମ୍ପର ତୀବ୍ରତା ୩.୮ ହୋଇଥିବାବେଳେ ବଙ୍ଗୋପସାଗରରେ ୪.୫ ତୀବ୍ରତା ଅନୁଭୂତ ହୋଇଥିଲା ଏବଂ ମିଆଁମାରରେ ୩.୯ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ସବୁ ଘରୁ ବାହାରକୁ ଚାଲି ଯାଇଥିଲେ । କିଛି ସମୟ ପର୍ୟ୍ୟନ୍ତ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ଏପର୍ୟ୍ୟନ୍ତ ଆସିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login