ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଜ ସୋଶିଆଲ ମିଡିଆ ‘ଏକ୍ସ’ରେ ଅସୁସ୍ଥତା ବାବଦରେ ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ। ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Jai Jagannath ????
— Sudarsan Pattnaik (@sudarsansand) May 28, 2024
May be Due to post Covid, I am suffering from breathing problem, admitted in a hospital. Doctors are taking care of me.????
Views: 114











