The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ୯ ମହିଳା ପୋଲିସ କର୍ମଚାରୀ ଆହତ

Facebook
Twitter
LinkedIn

ଭୁବନେଶ୍ୱର : ଦୁର୍ଘଟଣାରେ ୯ ମହିଳା ପୋଲିସ କର୍ମଚାରୀ ଆହତ । ନିର୍ବାଚନ ଡ୍ୟୁଟିକୁ ଯିବା ବେଳେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡି ଦୁର୍ଘଟଣା । ସମସ୍ତ ଆହତ ୯ ମହିଳା ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login