The Ultimate Managed Hosting Platform
ADVERTISEMENT

୨୦୧୮ରୁ ମୁଷ୍ଟ ୱାଣ୍ଟେଡ଼୍ ଥିବା ୩ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର: ୨୦୧୮ ରୁ ମୁଷ୍ଟୱାଣ୍ଟେଡ୍ ଥିବା ୩ ଅପରାଧୀ ଗିରଫ । ବେଙ୍ଗାଲୁରୁର ଆଇବିଏମ୍ ସଫ୍ଟୱେର କମ୍ପାନୀରେ ଚାକିରି କରାଇଦେବା କହି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିଲେ । ବେଙ୍ଗାଲୁରୁରେ ଏପରି ଠକେଇ ପରେ ସେମାନେ ଓଡ଼ିଶା ପଳାଇ ଆସିଥିଲେ । ଏହି ୩ ଜଣ ଅପରାଧୀଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ବେଳେ, ଜଣେ ପୁରଣ ଥାବା ଜଣା ପଡ଼ିଛି । ଏମାନେ ଭୁବନେଶ୍ୱରରେ ରହୁଥିବା ନେଇ ବେଙ୍ଗାଲୁରୁ ପୋଲିସ ସଂନ୍ଧାନ କରିଥିଲା । ତେଣୁ ବେଙ୍ଗାଲୁରୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଓଡ଼ିଲା ଆସି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟତାରେ ଏହି ଠକ ୩ ଜଣକୁ ଗିରଫ କରିଛି । ତେବେ ବେଙ୍ଗାଲୁରୁ ପୋଲିସ ପାଇଁ ଏମାନେ ୨୦୧୮ ମସିହାରୁ ମୋଷ୍ଟ ୱାଣ୍ଟେଡ୍ ଥିଲେ । ଏ ନେଇ ଅଧିକ ତଦନ୍ତ ପାଇଁ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବେଙ୍ଗାଲୁରୁ ପୋଲିସ । ଏମାନେ ଭୁବନେଶ୍ୱରରେ ରହି ମଧ୍ୟ ସେହି ଠକେଇ କାରବାର ଚଳାଉଥିବା ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...