The Ultimate Managed Hosting Platform
ADVERTISEMENT

Delhi election : ନୂଆଦିଲ୍ଲୀ ଆସନରେ ହେବ ସବୁଠାରୁ ବଡ ଲଢେଇ, କେଜ୍ରିବ୍ୱାଲଙ୍କୁ ଟକ୍କର ଦେବେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

Facebook
Twitter
LinkedIn

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଆସନରେ ସବୁଠାରୁ ବଡ଼ ଲଢ଼େଇ। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦୁଇ ପୁଅ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆପରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ। ତେଣେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା। ନୂଆଦିଲ୍ଲୀ ବିଧାନସଭା ଆସନ କଂଗ୍ରେସ ଗଡ଼ ଥିଲା। ୧୯୯୮ରୁ ୨୦୧୩ ଯାଏ ଶୀଲା ଦୀକ୍ଷିତ ଥିଲେ ମୁଖ୍ୟମନ୍ତ୍ରୀ। ତେବେ ୨୦୧୩ରୁ ବିଜୟୀ ହୋଇଆସୁଛନ୍ତି କେଜରିଓ୍ବାଲ। ପୂର୍ବ ଦିଲ୍ଲୀରୁ ୨ ଥର ସାଂସଦ ହୋଇଛନ୍ତି ସନ୍ଦୀପ ଦୀକ୍ଷିତ। ସାମାଜିକ ବିକାଶ କାର୍ୟ୍ୟକ୍ରମରେ ଜଡ଼ିତ ଅଛନ୍ତି ସନ୍ଦୀପ। ଶୀଲା ଦୀକ୍ଷିତଙ୍କ ଲିଗାସୀ ନେଇ ସନ୍ଦୀପଙ୍କ ଉପରେ ଆଶା ରଖିଛି ଦଳ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା। ସେ ପଶ୍ଚିମ ଦିଲ୍ଲୀରୁ ୨ ଥର ସାଂସଦ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login