The Ultimate Managed Hosting Platform
ADVERTISEMENT

Accident : ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଗଲା କାର

Facebook
Twitter
LinkedIn

ଗୋପ : ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଗଲା କାର । ଦୁର୍ଘଟଣାରେ ୨ ଜଣଙ୍କର ଜୀବନ ଚାଲି ଯାଇଛି । ନିମାପଡାରାସ୍ତାର ଜୁଣେଇ ଶଙ୍ଖ ଛକ ନିକଟରେ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ କାର କୋଣାର୍କରୁ ନିମାପଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହା ପରେ ସମସ୍ତଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲୋ ଅନ୍ୟ ୨ ଜଣଙ୍କର ଚିକିତ୍ସା ଚାଲିଛି । ମୃତକ ଦୁଇ ଜଣ ହେଲେ ନିମାପଡ଼ା ଗୁହାଳପଡ଼ାର ସନ୍ଦୀପ ମହାପାତ୍ର ଓ ଜଳେଶ୍ୱରର ସନାତନ ସେନାପତି । ଆଜି ସନ୍ଦୀପ ଓ ସନାତନ ଲ ପରୀକ୍ଷା ଦେଇଥାନ୍ତେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login