ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯାଇ ଦାୟିତ୍ୱ ନେଲେ ନିତିନ ନବୀନ । ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଲେ । ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଶାହଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ ।
ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ ହେଉଛନ୍ତି ନୀତିନ ନବୀନ । ୪୫ ବର୍ଷୀୟ ନବୀନଙ୍କ ଉପରେ ଭରଷା କରିଛି ଦଳ । ସେ ମଧ୍ୟ ଆରଏସଏସ ପୃଷ୍ଠଭୂମିରୁ ଆସିଛନ୍ତି। ପାଞ୍ଚ ଥର ବିଧାୟକ ଥିବା ନବୀନ ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି ଏବଂ ବିହାର ସରକାରରେ ଦୁଇଥର ମନ୍ତ୍ରୀ ଭାବରେ କାର୍ୟ୍ୟ କରିଛନ୍ତି।
Views: 72











