The Ultimate Managed Hosting Platform
ADVERTISEMENT

ପୁଣି ତିନଟି ବାର ଉପରେ ପୋଲିସର ରେଡ

Facebook
Twitter
LinkedIn

ଭୁବନେଶ୍ୱର : ସହୀଦନଗର ଥାନା ଅଞ୍ଚଳର ତିନୋଟି ବାର ଉପରେ ରେଡ । ରେଷ୍ଟୁରାଣ୍ଟ ଆଳରେ ଚାଲୁଥିଲା ମ୍ୟୁଜିକ ଓ ହୁକା ବାର । ସହୀଦ ନଗର ଥାନା ଅଞ୍ଚଳର ହୋଚା ବାର ,ଏସ୍ପାଲେନେଡ ଉପରେ ଥିବା ଲର୍ଡ ଅଫ ଡ୍ରିଙ୍କସ ଓ ଜୟଦେବ ବିହାରର ଡିଷ୍ଟ୍ରିକ୍ଟ ହାଇ ବାର ଉପରେ ରେଡ କରି ମ୍ୟୁଜିକ ସିଷ୍ଟମ ଜବତ ସହ । ହୋଚା ବାରକୁ ସିଲ୍ କରିଛି କମିଶନରେଟ୍ ପୋଲିସ । ସେହିପରି ହୁକା ପାଇଁ ବ୍ୟବହାର କରୁଥିବା ସାମଗ୍ରି ମଧ୍ୟ ଜବତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login