ଭୁବନେଶ୍ୱର : ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ବଡଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା । କର୍ମୀ ସେତେବେଳେ ଦଳ ଛାଡନ୍ତି , ଯେତେବେଳେ ନେତୃତ୍ୱ ଉପରେ ଅନାସ୍ଥା ଆସେ । କେବଳ ବଡଚଣା ନୁହେଁ, ରାଜ୍ୟର ସବୁ ସ୍ଥାନରେ ବିଜେଡି ଭୁଶୁଡି ଗଲାଣି । ବଡଚଣାରେ ଆମେ ଦଳକୁ ସଙ୍ଗଠିତ କରି ରଖିଥିଲୁ ।
Views: 66