The Ultimate Managed Hosting Platform
ADVERTISEMENT

ହାବିଲଦାରଙ୍କ ପ୍ରେମ ନିବେଦନ ; ମାମଲା ରୁଜୁ

Facebook
Twitter
LinkedIn

କେନ୍ଦ୍ରାପଡା : ଅସହାୟ ମହିଳାଙ୍କୁ ଦାବିଲଦାରଙ୍କ ପ୍ରେମ ନିବେଦନ ଅଭିଯୋଗ । ମାର୍ଶାଘାଇ ଥାନାରେ ଅଭିଯୋଗ କଲେ ଅସହାୟ ମହିଳା । ମାମଲା ରୁଜୁ କଲା ପୋଲିସ । କୁଦାନଗରୀ ଥାନାର କାର୍ଯ୍ୟରତ ହାବିଲଦାରଙ୍କ ନାଁରେ ମାମଲା ରୁଜୁ । ଅଶ୍ଲୀଳ ଇଙ୍ଗିତ, ଚରିତ୍ର ସଂହାର, ତଣ୍ଟି ଚିପି ମାଡ ମାରିବା ଅଭିଯୋଗ । ଶୁକ୍ରବାର ବଜାର ନିକଟ ଏକ ନିଛାଟିଆ ସ୍ଥାନରେ ଟଣା ଓଟରା ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login