The Ultimate Managed Hosting Platform
ADVERTISEMENT

ସମଲେଇ ମନ୍ଦିରରେ ପହଁଚିଲା ସରିଆ ଧାନ

Facebook
Twitter
LinkedIn

ସମ୍ବଲପୁର : ନୂଆଁଖାଇ ପାଇଁ ମା ସମଲେଇ ମନ୍ଦିରରେ ପହଁଚିଲା ସରିଆ ଧାନ । ବଳବସପୁର ବେହେରା ପରିବାର ସରିଆ ଧାନ ଧରି ପହଁଚିଥିଲେ । ସମଲେଇ ମନ୍ଦିର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା ସରିଆ ଧାନ । ନୂଆଖାଇ ଦିନ ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ନବାନ୍ନ ଲାଗି ହେବ । ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ୟ୍ୟ ହୋଇଥିଲା। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ (ଗୁରୁବାର) ପୂର୍ବାହ୍ଣ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମନ୍ନେ ଲଗ୍ନଧାର୍ୟ୍ୟ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login