ଭୁବନେଶ୍ୱର : ଅମରେଶଙ୍କ ପରେ ବର୍ଷିଲେ ବିରଞ୍ଚି ମହାସୁପକାର । ଆମକୁ ଦଳୀୟ କାର୍ଯ୍ୟକ୍ରମରେ ଡକାଯାଉନି କହିଲେ ବିରଞ୍ଚô । ଦଳ ଆଗକୁ ବଢିବାକୁ ହେଲେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବାର ଅଛି । ଯୁବ ନେତୃତ୍ୱକୁ ବାଦ ଦେଲେ ସଂଗଠନ ଚାଲିବନି । ଅମରେଶ ଏବଂ ମୁଁ ନିର୍ବାଚନ ଲଢିବାକୁ ଇଛା ରଖିଥିଲୁ । ଦଳୀୟ ନେତୃତ୍ୱ ଆମକୁ ବୁଝାଇ ବସାଇଦେଲେ । ଏହା ଅର୍ଥ ନୁହେଁ ଆମକୁ ଦଳୀୟ କାର୍ଯ୍ୟରୁ ବାଦ ଦେବା, ଅବହେଳା କରିବା । ହାରିଥିବା ନେତା , ଯୁବ ନେତୃତ୍ୱଙ୍କୁ ଭୟ କରୁଛନ୍ତି । ବିଜେଡିରେ ଯୁବ ନେତୃତ୍ୱର ଅଭିବୃଦ୍ଧି ଘଟୁନି , ଦବେଇ ଦିଆଯାଉଛି । ନବୀନଙ୍କୁ ଭେଟି ପରାଜିତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବୁ ।
Views: 32