The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ଆଘାତରେ ଚାଲିଗଲା ମାଆପୁଅଙ୍କ ଜୀବନ

Facebook
Twitter
LinkedIn

ଭବାନୀପାଟଣା ; କରେଣ୍ଟ ଲାଗି ଚାଲିଗଲା ମାଆପୁଅଙ୍କ ଜୀବନ । ମଦନପୁର ରାମପୁର ଥାନା ଟୁର୍ଚ୍ଚି ଗାଁରେ ଅଭାବନୀୟ ଘଟଣା ଘଟିଛି । କପଡା ଶୁଖାଉଥିବା ଥିବା ବେଳେ ଘଟିଛି ଅଘଟଣ । ପ୍ରଥମେ ମାଆକୁ କରେଣ୍ଟ ଲାଗିଥିଲା । ମାଆକୁ ବଞ୍ଚାଇବାକୁ ଯାଇ ୩୦ ବର୍ଷୀୟ ପୁଅର ବି ଚାଲିଗଲା ଜୀବନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login