The Ultimate Managed Hosting Platform
ADVERTISEMENT

ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣଦୁଷ୍କର୍ମ, ୪ ଅଟକ

Facebook
Twitter
LinkedIn

ସୁନ୍ଦରଗଡ : ନାବାଳିକାକୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ । ଏକୋଇଶିଆ ଭୋଜି ଖାଇ ୨ ସାଙ୍ଗଙ୍କ ସହ ଫେରୁଥିବା ବେଳେ ଗଣଦୁଷ୍କର୍ମ । ତଳସରା ଥାନା ଅଞ୍ଚଳରେ ଲଜ୍ଜା । ୪ ଜଣଙ୍କୁ ଅଟକ ରଖି ପଚରାଉଚରା । ଖସି ଦୈାଡି ପଳାଇଲେ ଆଉ ୨ ନାବାଳିକା , ପୋଲିସର ତଦନ୍ତ । ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ମାନେ ପାଖ ଗାଁ ର ହୋଇଥିବା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ଏସଡିପିଓ ତଳସରା ଥାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login