The Ultimate Managed Hosting Platform
ADVERTISEMENT

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ କିଆରା

Facebook
Twitter
LinkedIn

ମୁମ୍ବାଇ : ନିଜ ଆଗାମୀ ଫିଲ୍ମ ‘ଗେମ୍ ଚେଞ୍ଜର୍’ର ପ୍ରମୋସନ ମଧ୍ୟରେ କିଆରା ଆଡଭାନୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ଖବର ରହିଛି । ସୂଚନା ଅନୁଯାୟୀ, କିଆରା ଆଡଭାନୀଙ୍କୁ ଶନିବାର ସକାଳେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି କୁହାଯାଉଛି ଯେ ଏହି ଅଭିନେତା ମୁମ୍ବାଇରେ ତାଙ୍କର ଆଗାମୀ ଫିଲ୍ମ ‘ଗେମ୍ ଚେଞ୍ଜର୍’ର ଟ୍ରେଲର ଲଞ୍ଚ ଏବଂ ପ୍ରେସ୍ ମିଟ୍ ରେ ଯୋଗ ଦେଇଥାନ୍ତେ । ତେବେ ସେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇପାରିନଥିଲେ । ବର୍ତ୍ତମାନ ଏପରି ସୂଚନା ମିଳୁଛି ଯେ କିଆରା ଆଡଭାନୀଙ୍କୁ ଆଜି ସକାଳେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ । ଏଥି ସହିତ, ଅଭିନେତାଙ୍କୁ ହସପିଟାଲରେ ଭର୍ତ୍ତି କରାଯିବା ଖବର ହେତୁ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ଜାଣିବାକୁ ଅପେକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login