The Ultimate Managed Hosting Platform
ADVERTISEMENT

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଅଂଶୁମାନ

Facebook
Twitter
LinkedIn

ନୂଆଦିଲ୍ଲୀ: ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡ । ୭୧ ବର୍ଷ ବୟସରେ ଘରୋଇ ମେଡିକାଲରେ ଅଂଶୁମାନଙ୍କ ପରଲୋକ । ଦୀର୍ଘ ଦିନ ଧରି ରକ୍ତ କର୍ଳଟ ରୋଗରେ ପୀଡିତ ଥିଲେ ଅଂଶୁମାନ । ଲଣ୍ଡନର କିଙ୍ଗ୍ସ କଲେଜ ହସ୍ପିଟାଲ୍ରେ ଚିକିତ୍ସା ଚାଲିବା ପରେ ଗତ ମାସରେ ସେ ବଡ଼ୋଦରା ଫେରି ଆସିଥିଲେ । ଶେଷ ସମୟରେ ପୁଅ ଶତ୍ରୁଞ୍ଜୟ ତାଙ୍କ ପାଖରେ ଉପସ୍ଥିତ ଥିଲେ । ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଅଂଶୁମାନ ଭାରତ ପାଇଁ ୧୯୭୫ରୁ ୧୯୮୭ ମସିହା ମଧ୍ୟରେ ୪୦ ଟେଷ୍ଟ୍, ୧୫ ଦିନିକିଆ ଖେଳିଛନ୍ତି । ଏଥିସହ ୨୨ ବର୍ଷର କ୍ରିକେଟ୍ କ୍ୟାରିୟରରେ ୨୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login