ନୂଆଦିଲ୍ଲୀ : ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା । ଘରେ ରହି ଭୋଟ ଦେଇ ପାରିବେ ବୟସ୍କ ଭୋଟର । ଘରେ ଫର୍ମ ପହଁଚାଇ ଦିଆଯିବ , ପରେ ସଂଗ୍ରହ କରାଯିବ । ଏହାଦ୍ୱାରା ସେମାନେ ପୋଲିଂ ଷ୍ଟେସନକୁ ନ ଆସି ଘରେ ରହି ଭୋଟ ଦେଇପାରିବେ । ଯଦି ଏହି ବର୍ଗର କୌଣସି ଭୋଟର ପୋଲିଂ ବୁଥକୁ ଆସନ୍ତି ତେବେ ପୋଲିଂ ବୁଥରେ ଥିବା ସହାୟକମାନଙ୍କ ସହାୟତାରେ ସେମାନେ ଭୋଟ ଦେଇପାରିବେ ।
Views: 130











