The Ultimate Managed Hosting Platform
ADVERTISEMENT

ନିର୍ବାଚନ ତାରିଖ ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ବାଜିଲା ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ତାରିଖ ଘୋଷଣା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଲୋକସଭା ଏବଂ ଓଡିଶା ବିଧାନସଭା ପାଇଁ ହେଉଛି ତାରିଖ ଘୋଷଣା । ରାଜୀବ କୁମାର କହିଛନ୍ତି କି ଜୁନ ୧୬ ତାରିଖରେ ଲୋକସଭା କାର୍ୟ୍ୟକାଳ ସମାପ୍ତ ହେବ । ଆଗାମୀ ଲୋକସଭା ନିର୍ବାଚନରେ ମୋଟ ୯୭ କୋଟି ଭୋଟର ମତଦାନ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ କୋଟି ପୁରୁଷ ଭୋଟର ଓ ୪୭ କୋଟି ମହିଳା ଭୋଟର ରହିଛନ୍ତି । ଏହାସହ ଚଳିତ ଲୋକସଭା ନିର୍ବାଚନରେ ୧.୮ କୋଟି ନୂଆ ମତଦାତା ସାମିଲ ହୋଇଛନ୍ତି । ଅନ୍ୟପଟେ ମୋଟ ଭୋଟରଙ୍କ ମଧ୍ୟରୁ ୮୮.୪୦ ଲକ୍ଷ ଦିବ୍ୟାଙ୍ଗ, ୧୯.୦୧ ଲକ୍ଷ ସୈନିକ ସୁରକ୍ଷାକର୍ମୀ, ୪୮ ହଜାର ତୃତୀୟ ଲିଙ୍ଗୀ ଭୋଟ ଦେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login