ଭୁବନେଶ୍ୱର : ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୫ ବିଧାୟକଙ୍କ କଟିଲା ଟିକେଟ । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ କଟିଲା । ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ କଟିଲା । ବଡଚଣାରେ ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିଲା । କେନ୍ଦ୍ରାପଡା ବିଧାୟକ ଶଶି ବେହେରାଙ୍କୁ ଟିକେଟ ମିଳିଲାନି । ଚମ୍ପୁଆ ବିଧାୟକ ମିନୀକ୍ଷୀ ମହାନ୍ତଙ୍କୁ ବି ଟିକେଟ ଦେଲାନି ଦଳ ।
Views: 62