ନୂଆଦିଲ୍ଲୀ : ଟେସଲା ସିଇଓ ଏଲୋନ୍ ମସ୍କଙ୍କ ଦୁଇ ଦିନିଆ ଭାରତ ଗସ୍ତ ବାତିଲ୍ ହୋଇଯାଇଛି। ଭାରତ ଗସ୍ତରେ ଆସି ମସ୍କ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯୋଜନା ଘୋଷଣା କରିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ଏପ୍ରିଲ ୨୧ ଏବଂ ୨୨ ତାରିଖରେ ଏଲୋନ୍ ମସ୍କ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ଥିଲା।
Views: 91











