The Ultimate Managed Hosting Platform
ADVERTISEMENT

୪୦ ବର୍ଷରେ ପାଦ ଥାପିଲେ ଅଙ୍କିତା ଲୋଖଣ୍ଡେ, ସ୍ୱାମୀ ଭିକ୍କିଙ୍କ ସହ କଲେ ସେଲିବ୍ରେସନ

Facebook
Twitter
LinkedIn

ମୁମ୍ବାଇ : ୪୦ ବର୍ଷରେ ପାଦ ଥାପିଲେ ଅଙ୍କିତା ଲୋଖଣ୍ଡେ ।ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଜନ୍ମଦିନ ବେଶ୍ ଖାସ୍ ଅନ୍ଦାଜରେ ସେଲିବ୍ରେଟ୍ କରିଛନ୍ତି । ଅଙ୍କିତାଙ୍କ ଜନ୍ମଦିନ ପାଇଁ ସ୍ୱାମୀ ଭିକ୍କି ଜୈନ୍ ଲେଟ ନାଇଟରେ ସରପ୍ରାଇଜ୍ ପ୍ଲାନ୍ କରିଥିଲେ । ଏଥିସହ ଜନ୍ମଦିନ ଉପଲକ୍ଷେ ଅଙ୍କିତାଙ୍କ ପାଇଁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ଯାହାର ଭିଡିଓ ଭିକ୍କି ଜୈନ୍ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।ସୂଚନା ମୁତାବକ, ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନ ୧୪ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଭିକ୍କି ସ୍ତ୍ରୀ ଅଙ୍କିତାଙ୍କ ଏହି ସ୍ପେଶାଲ ଡେ’କୁ ଆହୁରି ସ୍ପେଶାଲ କରିଛନ୍ତି । ‘ପବିତ୍ର ରିସ୍ତା’ ହିନ୍ଦୀ ଟେଲିଭିଜନ ସୋ ରେ ଅଭିନୟ କରି ବେଶ ପରିଚିତ ହୋଇଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login