ପ୍ରୟାଗରାଜ : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଏକ ପରିବାରର ମହାମିଳନ ହୋଇଛି । ଝାଡ଼ଖଣ୍ଡର ଜଣେ ପରିବାର ସହ ୨୭ ବର୍ଷ ପରେ ଚମତ୍କାର ଭଳି ଘଟଣା ଘଟିଛି । ଏହି ପରିବାର ୨୭ ବର୍ଷରୁ ନିଖୋଜ ଥିବା ପୁଅଙ୍କୁ ପ୍ରୟାଗରାଜରେ ପାଇଥିବାର ଦାବି କରିଛନ୍ତି । ହେଲେ ସେ ଅଘୋରୀ ସାଧୁ ହୋଇଯାଇଛନ୍ତି ।ପରିବାର ଲୋକଙ୍କ କହିବା ମୁତାବକ, ୧୯୯୮ରେ ନିଖୋଜ ହୋଇଥିବା ଗଙ୍ଗାସାଗର ଯାଦବ ଏବେ ଅଘୋରୀ ସାଧୁ ହୋଇଯାଇଛନ୍ତି । ଯାହାଙ୍କୁ ଏବେ ବାବା ରାଜକୁମାର ନାମରେ ଲୋକମାନେ ଡାକୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୬୫ ବର୍ଷ ରହିଛି । ଗଙ୍ଗାସାଗର ୧୯୯୮ରେ ପାଟନା ଯିବା ପରେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ଧନୱା ଦେବୀ ଏକାକୀ ନିଜର ଦୁଇ ପୁଅଙ୍କର ପାଳନ ପୋଷଣ କରିଥିଲେ ।ମେଳାରେ ପହଞ୍ଚିବା ପରେ ପରିବାର ରାଜକୁମାର ବାବାଙ୍କୁ ଭେଟିଥିଲେ । ହେଲେ ସେ ଗଙ୍ଗାସାଗର ଯାଦବ ପରିଚୟକୁ ଅସ୍ୱୀକାର କରିଛନ୍ତି । ବାବା ରାଜକୁମାର ବାରଣାସୀର ସାଧୁ ବୋଲି ଦାବି କରିଛନ୍ତି ଏହାକୁ ଅସ୍ୱୀକାର କରିଛନ୍ତି । ହେଲେ ପରିବାର ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି ।ମୂରଲୀ ଯାଦବ କହିଛନ୍ତି ଯେ, ଆମେ କୁମ୍ଭ ମେଳାର ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବୁ ଏବଂ ଯଦି ଦରକାର ପଡେ, ତେବେ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିବୁ । ଯଦି ପରୀକ୍ଷଣରେ ଭୁଲ ଆସିଲା, ତେବେ ଆମେ ରାଜକୁମାରଙ୍କୁ ଭୁଲ୍ ମାଗିଦେବୁ ।
୨୭ ବର୍ଷର ନିଖୋଜ ସ୍ୱାମୀଙ୍କୁ କୁମ୍ଭମେଳାରୁ ପାଇଲେ ସ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







