ନୂଆଦିଲ୍ଲୀ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଆଣିଲେ ଧୋନିବେ । ଖେଳିବେ ଆଇପିଏଲ ୨୦୨୪ । ଆହୁରି ଅନେକ ଦିନ ବାକି ଅଛି ଆଇପିଏଲ ୨୦୨୪କୁ । ହେଲେ ଏବେଠୁ ଆରମ୍ଭ ହେଲାଣି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା । ଏହା ସହ ଡିସେମ୍ବର ମାସରେ ବି ଖେଳାଳିଙ୍କ ରିଲିଜ ପ୍ରକ୍ରିୟା ବି ଆରମ୍ଭ ହେବ । ଏହି ପ୍ରକ୍ରିୟାରେ ମହେନ୍ଦ୍ର ସିଂ ଧୋନୀ ବି ସାମିଲ ଅଛନ୍ତି । ୨୦୨୪ ଆଇପିଏଲ ପାଇଁ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ ରିଟେନ ରଖିଛି । ଫ୍ରାଞ୍ଚାଇଜ ସ୍ପଷ୍ଟ କରିଛି ଯେ, ୨୦୨୪ରେ ଧୋନୀ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ ।
୨୦୨୦ ମସିହାରେ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଲେ ସେବେଠାରୁ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ଆଉ ପ୍ରତି ବର୍ଷ ଆଇପିଏଲରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥାଏ । କେବେ ଧୋନୀ ଆଇପିଏଲରୁ ଅବସର ନେବେ ତାକୁ ତର୍କ ବିତର୍କ ଆରମ୍ଭ ହୋଇଥାଏ । ହେଲେ ଏହି କଥା ଧୋନୀଙ୍କ ଛଡା ଆଉ କେହି ଜାଣି ନହାନ୍ତି । ଗତ ବର୍ଷ ଆଇପିଏଲ ପ୍ରଥମ ମ୍ୟାଚରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ଏହା ତାଙ୍କ ଶେଷ ଆଇପିଏଲ କି ସେ ହସିକି କହିଥିଲେ ଜମାରୁ ବି ନୁହେଁ । ତେବେ ମାହି ଫ୍ୟାନ୍ସ ମାନଙ୍କ ପାଇଁ ଏହା ଖୁସି ଖବର ନିଶ୍ଚୟ ।
୨୦୨୪ ଆଇପିଏଲ ବି ଖେଳିବେ ମାହି
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







