ଟନେଲ ଟ୍ରାଜେଡି ; ଉଦ୍ଧାର ପରେ ଶ୍ରମିକମାନଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ନିଆଯିବ ।ଏନଡିଏମଏ ସଦସ୍ୟ ସୟଦ ଅତା ହୁନସେନଙ୍କ ସୂଚନା । ଅସ୍ଥାୟୀ ମେଡିକାଲରେ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆବଶ୍ୟକ ହେଲେ ସେମାନଙ୍କୁ ବଡ ହସ୍ପିଟାଲ ପଠାଯିବ । ଆବଶ୍ୟକ ସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ । ଏୟାର ଲିଫ୍ଟ ପାଇଁ ବାୟୁସେନା ଚିନୁକ ହେଲିକପ୍ଟର ତୟାର । ୩୦ ମିଟର ଦୂର ଚିନୟାଲିସ୍ୟୁର ହେଲିପ୍ୟାଡରେ ପ୍ରସ୍ତୁତ ରହିଛି ।
ଶ୍ରମିକଙ୍କ ନିକଟତର ହେଉଛି ପାଇପ ଲାଇନ । ବର୍ତ୍ତମାନର ଖବର ଅନୁସାରେ ୫୮ ମିଟର ଖୋଳା ସରିଛି । ଶ୍ରମିକଙ୍କ ନିକଟରେ ପହଁଚିବାକୁ ଆଉ ପ୍ରାୟ ୨ ମିଟର ଅଛି । ତା ପରେ ଶ୍ରମିକ ମାନଙ୍କ ନିକଟରେ ପହଂଚିଥିବା କହିହେବ । ତେବେ ଟନେଲ ଭିତର ପଟରୁ ଡ୍ରିଲିଂ ଶବ୍ଦ ଶୁଣାଯାଉଛି । ଡ୍ରିଲିଂ ଶବ୍ଦ ଶୁଭୁଥିବାରୁ ପାଖାପାଖି ହୋଇଥିବା ଭାବୁଛୁ । ଆମେ ୪ ଶହ ଘଣ୍ଟା ଧରି ଅପରେସନ ଜାରି ରଖିଛୁ । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ମିଟର ଖୋଳାଯାଇଛି । ରାଟ ହୋଲ ଡ୍ରିଲରମାନେ ଉଲ୍ଲେଖନୀୟ କାମ କରିଛନ୍ତି । ଭର୍ଟିକାଲ ଡ୍ରିଲିଂ ଚାଲିଛି ।
ନେବାକୁ ଜଗିଛି ‘ଚିନୁକ୍’, ଆଉ ୨ ମିଟର ବାକି !
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







