The Ultimate Managed Hosting Platform
ADVERTISEMENT

ହେଲିକପ୍ଟର ଦୁର୍ଘଟଣା , ୫ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା । ୫ ଜଣଙ୍କର ଚାଲିଗଲା ଜୀବନ । ଉତ୍ତରକାଶୀ ଜିଲ୍ଲାର ଗଙ୍ଗାନାନୀ ନିକଟରେ ଦୁର୍ଘଟଣା । ଗଙ୍ଗୋତ୍ରୀ ଯାଉଥିବା ବେଳେ ହେଲିକପ୍ଟର ଦୁର୍ଘଟଣା । ଘଟଣା ପରେ ଉତ୍ତରକାଶୀ ଡିଏମ ଘଟଣାସ୍ଥଳକୁ ଯାଇଛନ୍ତି । ଘଟଣା ସକାଳ ୯ଟାରେ ଘଟିଛି ବୋଲି ଜଣାପଡିଛି । ଏହି ହେଲିକପ୍ଟରଟି ଦେହରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ବାହାରିଥିଲା । ଗଙ୍ଗନାନୀର ସାମ୍ନାରେ ଥିବା ନାଗ ମନ୍ଦିରର ତଳେ ଭାଗୀରଥୀ ନଦୀ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ସୂଚନା ଦିଆଯାଇଛି । ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login