The Ultimate Managed Hosting Platform
ADVERTISEMENT

ସୁକୁମାରେ ଆଇଇଡି ବିସ୍ଫୋରଣ ,୩ ଯବାନ ସହିଦ

Facebook
Twitter
LinkedIn

ମାଲକାନଗିରି : ଛତିଶଗଡ ସୁକୁମାରେ ୩ ଯବାନ ସହିଦ । ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ଫୋରଣରେ ସହିଦ । ଘଟଣାସ୍ଥଳରେ ଜାରି ରହିଛି ଗୁଳି ବିନିମୟ । ଛତିଶଗଡ-ତେଲେଙ୍ଗାନା ମୁଲୁଗୁ ଜିଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି । ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଗୁଳି ବିନିମୟ ଚାଲୁ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login