The Ultimate Managed Hosting Platform
ADVERTISEMENT

ହାବିଲଦାରଙ୍କ ପ୍ରେମ ନିବେଦନ ; ମାମଲା ରୁଜୁ

Facebook
Twitter
LinkedIn

କେନ୍ଦ୍ରାପଡା : ଅସହାୟ ମହିଳାଙ୍କୁ ଦାବିଲଦାରଙ୍କ ପ୍ରେମ ନିବେଦନ ଅଭିଯୋଗ । ମାର୍ଶାଘାଇ ଥାନାରେ ଅଭିଯୋଗ କଲେ ଅସହାୟ ମହିଳା । ମାମଲା ରୁଜୁ କଲା ପୋଲିସ । କୁଦାନଗରୀ ଥାନାର କାର୍ଯ୍ୟରତ ହାବିଲଦାରଙ୍କ ନାଁରେ ମାମଲା ରୁଜୁ । ଅଶ୍ଲୀଳ ଇଙ୍ଗିତ, ଚରିତ୍ର ସଂହାର, ତଣ୍ଟି ଚିପି ମାଡ ମାରିବା ଅଭିଯୋଗ । ଶୁକ୍ରବାର ବଜାର ନିକଟ ଏକ ନିଛାଟିଆ ସ୍ଥାନରେ ଟଣା ଓଟରା ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login