କଟକ : ଶ୍ରୀକାନ୍ତ ସାହୁ ଓ ସଂଯୁକ୍ତା ମହଲା ବିବାଦ । ହାଇକୋର୍ଟରେ ପହଁଚିଲେ ସଂଯୁକ୍ତା । ତଦନ୍ତ ଶିଥିଳତା ଓ ପୋଲିସର ନିଷ୍କ୍ରିୟତା ଅଭିଯୋଗ କଲେ ସଂଯୁକ୍ତା । କିଛି ଦିନ ତଳେ ସଂଯୁକ୍ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ । ଶ୍ରୀକାନ୍ତଙ୍କ ଘରେ ଅନଧିକାର ପ୍ରବେଶ ଅଭିଯୋଗରେ ଗିରଫ କରିଥିଲା ।ଶ୍ରୀକାନ୍ତଙ୍କ ଠାରୁ ପତ୍ନୀର ମାନ୍ୟତା ଦାବି କରି ତାଙ୍କ ଘରକୁ ଯାଇଥିଲେ ସଂଯୁକ୍ତା ।
Views: 89











